ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣରେ ରାଜନୀତି

ଏସ୍କାଲେଟର ଲଗାଇବାକୁ ମନ୍ତ୍ରୀ-ବିଧାୟକଙ୍କ ପ୍ରସ୍ତାବ ଭୁବନେଶ୍ବର: ‘ମଣିଷଖିଆ’ ଛକ ଭାବେ ଅପବାଦ ମୁଣ୍ଡାଇଥିବା ପଳାସୁଣି ଛକରେ ହେବାକୁ ଥିବା ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ଏବେ ରାଜନୀତିର ପଶାପାଲିରେ ଛନ୍ଦି ହେବାକୁ ଯାଉଛି। ମୂଳ ନକ୍‌ସା ଓ ତଦନୁଯାୟୀ ଏଷ୍ଟିମେଟ୍‌କୁ ବଦଳାଇବାକୁ ଆସିଥିବା ଏକ ପ୍ରସ୍ତାବକୁ ନେଇ ପୁଣି ଦ୍ଵନ୍ଦ ସୃଷ୍ଟି ହୋଇଛି। ମୂଳ ନକ୍‌ସାରେ ଲିଫ୍ଟ ଲାଗିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ସେଠାରେ ଏସ୍କାଲେଟର ଲଗାଇବାକୁ ରାଜ୍ୟ ସରକାରଙ୍କ … Continue reading ପଳାସୁଣି ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣରେ ରାଜନୀତି